ଶ୍ରୀମନ୍ଦିର ନିକଟରେ ବୋମାମାଡ଼

ପୁରୀ, ୮/୧୧: ଶ୍ରୀମନ୍ଦିର ନିକଟରେ ବୋମାମାଡ। ପୁରୀ ଟାଉନଥାନା ଅର୍ନ୍ତଗତ ମାଟିମଣ୍ଡପ ସାହିର ଅଙ୍ଗାରୁଆ ଗଳିରେ ବୋମାମାଡ ହୋଇଛି। ଲଗାତାର ଦୁଇଟି ବୋମାମାଡ କରି ଫେରାର୍ ହୋଇଯାଇଛନ୍ତି

Read more