ଶ୍ରୀମନ୍ଦିର ସିଂହଦ୍ୱାରରେ ରୁପା ଛାଉଣୀ କାମ ଆରମ୍ଭ, ନୀଳାଦ୍ରି ବିଜେ ପୂର୍ବରୁ ସରିବ କାର୍ଯ୍ୟ

ରୁପାରେ ଝଲସିବ ଶ୍ରୀମନ୍ଦିର ସିଂହଦ୍ୱାର। ଆରମ୍ଭ ହୋଇଛି ରୁପା ଛାଉଣୀ କାମ। ସିଂହଦ୍ୱାରରେ ଲାଗିଥିବା ନବନିର୍ମିତ କବାଟରେ ମୁମ୍ବାଇରୁ ଆସିଥିବା କାରିଗରମାନେ ବିଭିନ୍ନ ଡିଜାଇନ୍‌ରେ ପ୍ରସ୍ତୁତ ରୁପା

Read more