ବଡ଼ଦାଣ୍ଡରେ ଭଜନ ସୁଟିଂ ବେଳେ ତାଳେ ପୁରୀ ବିଧାୟକ

ପୁରୀ, ୨୦।୦୬: ପୁରୀ ବଡ଼ଦାଣ୍ଡରେ ଚାଲିଛି ମାଡି ଚାଲ ଭଜନ ସୁଟିଂ । ଭଜନର ତାଳେ ତାଳେ ନାଚୁଛନ୍ତି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ।

Read more