ଦୂର ହେଲା ଦୀର୍ଘ ଦିନର ଅବସାନ, ଉଦଘାଟିତ ହେବ ବହୁ ପ୍ରତିକ୍ଷୀତ ଶ୍ରୀଜଗନ୍ନାଥ ମେଡିକାଲ କଲେଜ

ପୁରୀ ୦୯/୦୪ : ଦୀର୍ଘ ବର୍ଷର ଅବସାନ ଘଟିଛି । ବହୁ ପ୍ରତିକ୍ଷିତ ପୁରୀର ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଆସନ୍ତା ୧୧ ତାରିଖ ଦିନ ଉଦଘାଟନ ହେବ।

Read more