ହବିଷ୍ୟାଳି ଯୋଜନା ନେଇ ଜିଲ୍ଲାପାଳଙ୍କ ସମୀକ୍ଷା ବୈଠକ, ବିଭିନ୍ନ ବ୍ୟବସ୍ଥାର କରାଯାଉଛି ତର୍ଜମା

ପୁରୀ ୦୧।୧୦ : ରାଜ୍ୟ ସରକାରଙ୍କ ହବିଷ୍ୟାଳି ଯୋଜନା ପାଇଁ ଜିଲ୍ଲାପାଳଙ୍କ ଅଧକ୍ଷତାରେ ଚୂଡାନ୍ତ ବୈଠକ। ବର୍ତ୍ତମାନ ସୁଦ୍ଧା ସମଗ୍ର ରାଜ୍ୟରୁ ପଞ୍ଜିକରଣ କରିଛନ୍ତି ୨୯୧୯ ଜଣ

Read more