ଗଜପତି ମହାରାଜାଙ୍କ ସହ କଥା ହେଲେ ଅମିତ ଶାହା

ଭୁବନେଶ୍ୱର,୨୨/୦୬: ସୁପ୍ରିମକୋର୍ଟରେ ରଥଯାତ୍ରା ନେଇ ଶୁଣାଣି ଜାରି ରହିଛି। ପୁରୀରେ ତିନିରଥ ଉପରେ ଆଜ୍ଞାମାଳ ବିଜେ ହୋଇଛି । ଏହାସହିତ ବିଭିନ୍ନ ନୀତିକାନ୍ତି ମଧ୍ୟ ଜାରି ରହିଛି

Read more