ଶ୍ରୀଜଗନ୍ନାଥଙ୍କ ବାଡ଼ଗ୍ରାହୀ ଦେଲେ ବିସ୍ଫୋରକ ବୟାନ: ‘ରତ୍ନଭଣ୍ଡାର ନେଇ ନିଦରେ ସରକାର’

ପୁରୀ : ରତ୍ନଭଣ୍ଡାର ଆଜି ବିପଦରେ। ବର୍ଷା ହେଲେ ବାଲ୍‌ତି ବାଲ୍‌ତି ପାଣି ଗଳୁଛି। ଏଥିରେ ରାଜା ମହରାଜା ଅମଳରୁ ରତ୍ନଭଣ୍ଡାରେ ଗଚ୍ଛିତ ଥିବା ସୁବର୍ଣ୍ଣ ଅଳଙ୍କାର

Read more