ପୂରଣ ହେବାକୁ ଯାଉଛି ପୁରୀ-କୋଣାର୍କ ରେଳ ପ୍ରକଳ୍ପର ସ୍ୱପ୍ନ : ଅଶ୍ୱିନୀ ବୈଷ୍ଣବ

ରେଳପଥରେ ଯୋଡିହେବ ଶ୍ରୀକ୍ଷେତ୍ର ଆଉ ଅର୍କକ୍ଷେତ୍ର । ଟ୍ରେନରେ ପୁରୀରୁ କୋଣାର୍କ ଯାଇପାରିବେ ତୀର୍ଥଯାତ୍ରୀ । ଖୁବଶୀଘ୍ର ପୂରଣ ହେବ ପୁରୀ-କୋଣାର୍କ ରେଳ ପ୍ରକଳ୍ପର ସ୍ୱପ୍ନ ।

Read more