ବ୍ଲାକମେଲ ଘଟଣାରେ ଅର୍ଚ୍ଚନା ନାଗଙ୍କୁ ଝାରପଡ଼ା ଜେଲ୍‌ରେ ଜେରା କରିପାରେ: ସହଯୋଗୀ ଖଗେଶ୍ୱର ଦେଇପାରୁନି ହିସାବ

ଭୁବନେଶ୍ୱର: ବ୍ଲାକମେଲ ଘଟଣାରେ ଅର୍ଚ୍ଚନା ନାଗଙ୍କୁ ଝାରପଡ଼ା ଜେଲ୍‌ରେ ଜେରା କରିପାରେ ଇଡି। କାରଣ ୧୦ ଦିନ ପାଇଁ ରିମାଣ୍ଡରେ ଥିବା ସହୋଯୋଗୀ ଥଗେଶ୍ୱରକୁ ପଚରାଉଚାର ଜାରି

Read more