ରବର ଚାଷରେ ଦୁର୍ନୀତି: ଲକ୍ଷ ଲକ୍ଷ ଟଙ୍କା ଚଳୁ କରି ନେଲେ ଅଧିକାରୀ, ଖାଲି ପଡିଛି ପଡିଆ

ବାରିପଦା ୧୪।୧୨:  ରବର ଚାଷରେ ଦୁର୍ନୀତି ଅଭିଯୋଗ, ରକ୍ଷଣା ବେକ୍ଷଣ ନାମରେ ଚାଲିଛି ଲକ୍ଷ ଲକ୍ଷ ଟଙ୍କାର ହରିଲୁଟ୍।  ହେଲେ ଜମିରେ କାଁ-ଭାଁ କିଛି ଗଛକୁ ଛାଡି ଦେଲେ

Read more