ରଚନା ଲଢିବେ ଲୋକସଭା ନିର୍ବାଚନ, ହୁଗୁଳିରୁ ଟିକେଟ୍ ଦେଲା ତୃଣମୂଳ କଂଗ୍ରେସ

ଲୋକସଭା ନିର୍ବାଚନ ଲଢିବେ ରଚନା ବାନାର୍ଜୀ । ଲୋକପ୍ରିୟ ଓଡିଆ ଫିଲ୍ମ ଅଭିନେତ୍ରୀ ରଚନା ବାନାର୍ଜୀ ଚଳିତ ବର୍ଷ ଟିଏମସି ଟିକେଟରୁ ଲୋକସଭା ନିର୍ବାଚନ ଲଢିବାକୁ ଯାଉଛନ୍ତି

Read more