ରାଧାରାଣୀ ପଣ୍ଡା ହେଲେ ବ୍ରଜରାଜନଗରର ବିଜେପି ପ୍ରାର୍ଥୀ

ଭୁବନେଶ୍ୱର ୦୮।୦୫ : ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡା । ବ୍ରଜରାଜନଗର ଉପନିର୍ବାଚନ ପାଇଁ ବିଜେପି ତରଫରୁ ପ୍ରାର୍ଥୀ ଭାବେ ରାଧାରାଣୀ ପଣ୍ଡାଙ୍କ ନାମ ଘୋଷଣା ହୋଇଛି

Read more