ଆଜି ସାମ୍ବାଦିକ ସମ୍ମିଳନୀ କରିବେ ପୂର୍ବତନ କଂଗ୍ରେସ ସାଂସଦ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭାର ପ୍ରାଥମିକ ସଦସ୍ୟତା ପଦ ରଦ୍ଦ କରାଯାଇଛି । ଆଉ ଏବେ ଲୋକସଭା ୱେବସାଇଟରେ ମଧ୍ୟ ତାଙ୍କ ନାଁ ମଧ୍ୟ ହଟିଯାଇଛି

Read more