ପଦ୍ମପୁରରେ କେନ୍ଦ୍ରୀୟ ଟିମ୍‌ର ରେଡ୍, ୩ ବ୍ୟବସାୟୀଙ୍କ ଘରେ ଚଢାଉ

ପଦ୍ମପୁର ୨୮/୧୧: ବରଗଡ଼ ଜିଲ୍ଲାର ପଦ୍ମପୁରରେ ଏବେ ଉପନିର୍ବାଚନ ଚାଲିଥିବା ବେଳେ ପଦ୍ମପୁର ସଦରର ୩ ଜଣ ବ୍ୟବସାୟୀଙ୍କ ଘରେ ସକାଳୁ ଆୟକର ବିଭାଗ ରେଡ୍ କରିଛି।

Read more