ମହାରାଷ୍ଟ୍ର ରାଇଗଡ ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଲା: ମାଟିତଳୁ ବାହାରୁଛି ଦୁର୍ଗନ୍ଧ, ୧୪୪ ଧାରା ଲାଗୁ

ମହାରାଷ୍ଟ୍ର ରାଇଗଡରେ ଘଟିଥିବା ଭୂସ୍ଖଳନ ମୃତ୍ୟୁ ସଂଖ୍ୟା ୨୭ରେ ପହଞ୍ଚିଛି । ଏନଡିଆରଏଫ ଟିମ୍‌ ଏପର୍ଯ୍ୟନ୍ତ ଉଦ୍ଧାରକାର୍ଯ୍ୟଜାରି ରଖିଛି । ଆଜି ସକାଳୁ ଏଠାରେ ଖୋଜାଖୋଜି ଚାଲିଛି

Read more