ଅଗ୍ନିପଥ ବିକ୍ଷୋଭ : ୪ ଦିନରେ ନଷ୍ଟ କଲେ ୭୦୦ କୋଟି ଟଙ୍କାର ରେଳବାଇ ସମ୍ପତ୍ତି, ୭୧୮ ଗିରଫ

ନୂଆଦିଲ୍ଲୀ: ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ହୋଇଥିବା ହିଂସାକାଣ୍ଡରେ ଦେଶରେ ବିପୁଳ ଆର୍ଥିକ କ୍ଷତି ହୋଇଛି। ବିଶେଷକରି ବିହାରରେ ଅଧିକ କ୍ଷତି ହୋଇଛି। ଗତ ୪ ଦିନ ହେଲା

Read more