ଝଡ଼ ପ୍ରଭାବ: କାଶୀପୁରରେ ୨ ମହିଳା ଗୁରୁତର, ନୀଳଗିରିରେ ୧୬ ଗୋରୁ ମୃତ

ଭୁବନେଶ୍ବର/ବାଲେଶ୍ବର/କାଶୀପୁର: ପଶ୍ଚିମା ଝଡ଼ ପ୍ରଭାବରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟ ସ୍ଥାନରେ ଆଜି ଅପରାହ୍‌ଣ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ ବଜ୍ରପାତ ସମେତ ମଧ୍ୟମ ଧରଣର ବର୍ଷା

Read more