ଜୁଲାଇରେ ସ୍ୱାଭାବିକ ବର୍ଷା ପୂର୍ବାନୁମାନ : ଦକ୍ଷିଣ ଓଡ଼ିଶାରେ ହୋଇପାରେ ଅତ୍ୟଧିକ ବର୍ଷା

ଭୁବନେଶ୍ୱର: ବିଳମ୍ବିତ ମୌସୁମୀ ପାଇଁ ଜୁନ୍ ମାସରେ ୨୦ ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ହେଲେ ଜୁଲାଇରେ ରାଜ୍ୟ ଓ ଦେଶରେ ସ୍ୱାଭାବିକ ବର୍ଷା ହେବ

Read more