ରାଜଧାନୀ ରାସ୍ତା ଏତେ ଭିଡ଼ କାହିଁକି ? ଜବାବ ଦେବାକୁ କେହି ନାହାନ୍ତି

ଏଇ କିଛି ଦିନ ହେଲା ରାଜଧାନୀ ଭୁବନେଶ୍ୱରର ରାସ୍ତାଘାଟରେ ଭାରି ଭିଡ଼ ଦେଖିବାକୁ ମିଳୁଛି । ଟ୍ରାଫିକ ଛକରେ ଗାଡ଼ି ସବୁ ଜାମ୍‌ ହୋଇ ଯାଉଛି ।

Read more