ପ୍ରସିଦ୍ଧ ରାମ ନବମୀ ମହୋତ୍ସବ ପାଇଁ ଆରଡ଼ି ଆଖଣ୍ଡଳମଣି ପୀଠରୁ ଗଲା ଆଜ୍ଞା ମାଳ

ପ୍ରସିଦ୍ଧ ରାମନବମୀ ମହୋତ୍ସବ ପାଇଁ ସାରା ଭଦ୍ରକ ଜିଲ୍ଲା ଉତ୍ସବ ମୁଖର ହୋଇଉଠିଛି। ପ୍ରତ୍ୟେକ ଦିନ ଶୋଭାଯାତ୍ରା ସହ ବିଭିନ ପ୍ରକାରର କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଆଜି

Read more