‘ବ୍ରହ୍ମାସ୍ତ୍ର’ ପାଇଁ କାହିଁକି ଫି’ ନେଇ ନଥିଲେ ରଣବୀର ? ଖୁଲାସା କଲେ ଅୟାନ ମୁର୍ଖାଜୀ

ମୁମ୍ଵାଇ ୨୩।୦୯: ଅୟାନ ମୁଖାର୍ଜୀଙ୍କ ଫିଲ୍ମ ବ୍ରହ୍ମାସ୍ତ୍ର ବକ୍ସ ଅଫିସ୍ ଭଲ କଲେକସନ୍‌ କରୁଛି । ହେଲେ ବର୍ତ୍ତମାନ ଫିଲ୍ମକୁ ନେଇ ଅନେକ ପ୍ରକାରର ଖବର ସାମ୍ନାକୁ ଆସିଛି।

Read more