ବଡ଼ବିଲର ଐକ୍ୟ କ୍ଷେତ୍ର ବଗିଚାରେ ଫୁଟିଛି ବିରଳ ୧୦୦୦ ପାଖୁଡ଼ା ଶ୍ୱେତ ପଦ୍ମ

ଯୋଡା: ଏଇ ଜଗତରେ ବିଭିନ୍ନ ପ୍ରକାରର ଫୁଲ ଦେଖିବାକୁ ମିଳିଥାଏ । ତେବେ ଏମାନଙ୍କ ମଧ୍ୟରୁ ଖାସ୍ କରି ୪ ପ୍ରକାରର କମଳ ଫୁଲ ଅନ୍ୟତମ ।

Read more