ହୋଣ୍ଡୁରସରେ ଭାରତୀୟ ରାଷ୍ଟ୍ରଦୂତ ହେଲେ ମନୋଜ କୁମାର ମହାପାତ୍ର

ନୂଆଦିଲ୍ଲୀ: ଆଇଏଫଏସ ଅଧିକାରୀ ମନୋଜ କୁମାର ମହାପାତ୍ରଙ୍କୁ ନୂଆ ଦାୟିତ୍ବ । ହୋଣ୍ଡୁରସରେ ଭାରତୀୟ ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ ହୋଇଛନ୍ତି ମନୋଜ । ଗୁରୁବାର ତାଙ୍କୁ ଏହି

Read more