ଦ୍ୱିତୀୟ ଶ୍ରୀକ୍ଷେତ୍ର: ସିଂହଦ୍ବାରେ ପହଞ୍ଚିଲା କାଳିଆଙ୍କ ରଥ

ବାରିପଦା ୧୦/୦୭: ଆଜି ବାରିପଦା ବାହୁଡା ଯାତ୍ରାରେ ପ୍ରଥମଦିନର ରଥଟଣା ସରିଛି। ପରମ୍ପରା ଅନୁସାରେ ଗତକାଲି ରାତିରେ ଅବକାଶ ନୀତି ପରେ ଗୋଟି ପହଣ୍ଡିରେ ୩ ଠାକୁର ରଥାରୂଢ

Read more