ଦ୍ୱାଦଶ ଦିନରେ ପହଞ୍ଚିଲା ରଥ ନିର୍ମାଣ କାର୍ଯ୍ୟ

ପୁରୀ: ରଥ ଯାତ୍ରାକୁ ମାସେ ଓ କିଛିଦିନ ବାକିଥିବା ବେଳେ ରଥଖଳାରେ ରଥ ନିର୍ମାଣ  କାର୍ଯ୍ୟ ଜୋର୍‌ସୋର୍‌ରେ ଚାଲିଛି। ଆଜି ଦ୍ୱାଦଶ ଦିନରେ ପହଞ୍ଚିଛି ରଥ ନିର୍ମାଣକାର୍ଯ୍ୟ।।

Read more