RCBକୁ ହରାଇ ଟପ୍‌ରେ CSK, ବାଙ୍ଗାଲୋରକୁ ୬ ଓ୍ୱିକେଟରେ ଚିତପଟାଙ୍ଗ କଲା ଚେନ୍ନାଇ

ନୂଆଦିଲ୍ଲୀ ୨୫/୦୯: ଚଳିତ ଆଇପିଏଲ ସଂସ୍କରଣରେ ଫର୍ମକୁ କମବ୍ୟାକ୍ କରିଛି ଚେନ୍ନାଇ ସୁପର କିଙ୍ଗ୍ସ । RCBକୁ ହରାଇ ଚମତ୍କାର ବିଜୟ ହାସଲ କରିଛି CSK ।

Read more