ବିଜେପିରେ ନିଜକୁ ଖାପଖୁଆଇ ପାରିଲିନି: ପ୍ରକାଶ ବେହେରା

କଟକ: ବିଜେପିରୁ ଇସ୍ତଫା ଦେବା ପରେ ସାଲେପୁରର ପୂର୍ବତନ ବିଧାୟକ ତଥା ପ୍ରକାଶ ବେହେରା ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ବିଜେପି ସହ ‌ଆଡଜଷ୍ଟ କରିପାରିଲେନି।

Read more