ହସ୍ପିଟାଲରୁ ଗୋବିନ୍ଦଙ୍କ ମୃତଦେହ ନେବାକୁ ମନାକଲେ ସମ୍ପର୍କୀୟ: କହିଲେ ଗାଁରେ ମରଶରୀରକୁ ପହଞ୍ଚାଉ ପୁଲିସ

ଗୋବିନ୍ଦ ସାହୁଙ୍କ ମୃତଦେହକୁ ଗ୍ରହଣ କରିବାକୁ ମନା କଲେ ସଂପର୍କୀୟ ଲୋକେ । ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ବ୍ୟବଚ୍ଛେଦ ସରିବା ପରେ ମୃତଦେହକୁ ସଂପର୍କୀୟଙ୍କୁ ହସ୍ତାନ୍ତର

Read more