ଶେଷ କିଷାନଙ୍କ ବାହାଘର ସରିଲା ଆଜି ଭୋଜି

ବଡ଼ ଧୁମ୍‌ଧାମ୍‌ରେ ଶେଷ ହୋଇଛି ଯୁବ ବୈଜ୍ଞାନିକ ଶେଷ କିଷାନ୍‌ଙ୍କ ବାହାଘର । ଗତକାଲି ରାତିରେ ବାଲେଶ୍ୱର ଝିଅ ଜୟଶ୍ରୀଙ୍କ ସହ ତାଙ୍କର ହାତଗଣ୍ଠି ପଡ଼ିଛି ।

Read more