ଟନେଲରୁ ଉଦ୍ଧାର ପରେ ଓଡ଼ିଆ ଶ୍ରମିକଙ୍କ ସୂଚନା: ମୁଢ଼ି ଖାଉଥିଲୁ, ମୁଭି ବି ଦେଖୁଥିଲୁ

ଭୁବନେଶ୍ୱର: ଟନେଲରୁ ଉଦ୍ଧାର ପରେ ୧୭ ଦିନର କାହାଣୀ ବଖାଣିଛନ୍ତି ଓଡ଼ିଆ ଶ୍ରମିକ। ସମସ୍ତେ ଭଲରେ ଥିବା ନେଇ ସୂଚନା ଦେଇଛନ୍ତି ଉଦ୍ଧାର ଓଡ଼ିଆ ଶ୍ରମିକ ବିଶେଶ୍ୱର।

Read more