ଆଦିବାସୀଙ୍କ ପାରମ୍ପାରିକ ଖାଦ୍ୟ ମଧ୍ୟରୁ ଅନ୍ୟତମ ଚାଉଳ ଚା’

ଚା’ କହିଲେ ସାଧାରଣତଃ ସମସ୍ତେ କ୍ଷୀର ଚା’ ଓ ନାଲି ଚା’କୁ ବୁଝିଥାନ୍ତି। ଏଥି ସହିତ ଲୋମନ୍‌ ଟି, ଗ୍ରୀ ଟି, ମସାଲା ଟି ମଧ୍ୟ ମିଳୁଛି।

Read more