ରୀତା ସାହୁ ବିଜେପୁର ବିଜେଡି ପ୍ରାର୍ଥୀ

ବିଜେପୁର ଉପନିର୍ବାଚନ ପାଇଁ ବିଜେଡି ବିଧିବଦ୍ଧ ଭାବେ ପ୍ରାର୍ଥୀ ଘୋଷଣା କରିଛି । ପୁନର୍ବାର ରୀତା ସାହୁଙ୍କ ଉପରେ ବିଜେଡି ସୁପ୍ରିମୋ ନିଜ ଆସ୍ଥା ପ୍ରକଟ କରିଛନ୍ତି

Read more