ଗରା, ବାଲଟି ଧରି ଗଞ୍ଜାମ ରମ୍ଭା ମୁଖ୍ୟ ରାସ୍ତାରେ ବସିଲେ ଆନ୍ଦୋଳନକାରୀ

ପାଣି ପାଇଁ ରାସ୍ତା ରୋକ । ଗରା, ବାଲଟି ଧାରା ରାସ୍ତାରେ ଆନ୍ଦୋଳନକାରୀ । ଗଞ୍ଜାମ ଜିଲ୍ଲା ରମ୍ଭା ମୁଖ୍ୟ ରାସ୍ତା ଅବରୋଧ କଲେ ଶତାଧିକ ମହିଳା

Read more