ବାଇକ ଓ ଟ୍ରକ୍ ଦୁର୍ଘଟଣା : ବାଇକ୍‌ ଆରୋହୀ ମୃତ

ସମ୍ବଲପୁର ୧୪।୦୯: ସମ୍ବଲପୁର ଧମା ଥାନା ଛଛାନପାଲି ନିକଟରେ ବାଇକ ଓ ଟ୍ରକ୍ ଦୁର୍ଘଟଣା । ଦୁର୍ଘଟଣାରେ ଜଣେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ଆହତ

Read more