ନନ୍ଦନକାନନ ପ୍ରାଣୀ ଉଦ୍ୟାନରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନକୁ ସଂଯୋଗ ହେଲା ‘ରୋପୱେ’

ଭୁବନେଶ୍ବର: ୧୨ ବର୍ଷର ଅପେକ୍ଷାର ଅନ୍ତ ଘଟିଛି। ନନ୍ଦନକାନନ ‘ରୋପୱେ’ର ଉଦ୍‌ଘାଟନ ହୋଇଛି। ଆସନ୍ତାକାଲି (ଶନିବାର) ଠାରୁ ଏଠାରେ ହ୍ରଦ ଉପରେ ରଶିରେ ଝୁଲୁଥିବା ବାକ୍ସ ଭିତରେ

Read more