ଉତ୍ତରାଖଣ୍ଡ ସୁଡ଼ଙ୍ଗରେ ଉଦ୍ଧାର କାର୍ଯ୍ୟ ପାଇଁ ରାଉରକେଲାରୁ ଗଲା ସ୍ବତନ୍ତ୍ର ଲୁହା ପାଇପ୍, ବାୟୁସେନା ବିମାନରେ ପଠାଇଲା ଆରଏସ୍‌ପି

ରାଉରକେଲା: ଉତ୍ତରାଖଣ୍ଡର ସିଲକ୍ୟାରା ସୁଡ଼ଙ୍ଗ ଭିତରେ ଫସି ରହିଥିବା ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟରେ ବ୍ୟବହୃତ ହେଉଛି ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟ୍ (ଆରଏସପି) ନିର୍ମିତ ସ୍ୱତନ୍ତ୍ର ଗ୍ରେଡର ଲୌହ

Read more