ସ୍ପେନ୍‌କୁ ୨-୦ ଗୋଲ୍‌ରେ ହରାଇଲା ଭାରତ, ଚମକିଲେ ଓଡ଼ିଆ ପୁଅ ଅମିତ ରୋହିଦାସ

୧୯୮୦ ମସ୍କୋ ଅଲିମ୍ପିକ୍ସ ହକି ଫାଇନାଲ୍। ଆମେରିକା ନେତୃତ୍ବାଧୀନ ରାଷ୍ଟ୍ରସମୂହର ଅଲିମ୍ପିକ୍ସ କ୍ରୀଡା ବର୍ଜନ ପରିପ୍ରେକ୍ଷୀରେ ଭାରତ ହକିରେ ତା’ର ହୃତ ଗୌରବ ଫେରିପାଇବାକୁ ପ୍ରାଣପଣେ ଉଦ୍ୟମ

Read more