ରୋଜଗାର ମେଳାରେ ସରକାରୀ ଚାକିରି ପାଇଁ ମନୋନୀତ ୭୦,୦୦୦ଜଣଙ୍କୁ ନିଯୁକ୍ତ ପତ୍ର ଦେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: କେତେଗୁଡ଼ିଏ ସରକାରୀ ବିଭାଗରେ ଚାକରି ପାଇଁ ମନୋନୀତ ହୋଇଥିବା ୭୦,୦୦୦ ପ୍ରାର୍ଥୀଙ୍କୁ ଆଜି ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଯୁକ୍ତିପତ୍ର ପ୍ରଦାନ କରିଛନ୍ତି। କର୍ମନିଯୁକ୍ତି

Read more