ମିଟର୍ ରିଡର୍‌ଙ୍କୁ ହତ୍ୟା ଘଟଣା: ମୃତକଙ୍କ ପରିବାରକୁ କଂପାନି ପକ୍ଷରୁ ମିଳିବ ୧୬ ଲକ୍ଷଟଙ୍କାର କ୍ଷତିପୂରଣ

ଭୁବନେଶ୍ୱର/ବ୍ରହ୍ମପୁର: ବିଦ୍ୟୁତ୍ ବିଲ୍ ସଂଗ୍ରହ କରିବାକୁ ଯାଇଥିବା ମିଟର୍ ରିଡର୍‌ ଲକ୍ଷ୍ମୀନାରାୟଣ ତ୍ରିପାଠୀ (୫୦)ଙ୍କ ମୃତ୍ୟୁ ନେଇ ଟିପିଏସ୍‌ଓଡିଏଲ୍ ଦୁଃଖ ପ୍ରକାଶ କରିଛି। ଶ୍ରୀ ତ୍ରିପାଠୀଙ୍କ ପରିବାରର

Read more