ଶିବାଜୀଙ୍କୁ ନେଇ ବିବାଦ: ମୁଖ୍ୟମନ୍ତ୍ରୀ ସିନ୍ଦେଙ୍କ ଲୋକାର୍ପଣ ପରେ ପ୍ରତିମୂର୍ତ୍ତିକୁ କ୍ଷୀର ଢାଳି ଶୁଦ୍ଧିକରଣ କଲା ଏନସିପି

ନୂଆଦିଲ୍ଲୀ: ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଔରଙ୍ଗାବାଦରେ ଛତ୍ରପତି ଶିବାଜୀ ମହାରାଜଙ୍କ ପ୍ରତିମୂର୍ତ୍ତିର  ଲୋକାର୍ପଣ କରିଥିଲେ। ହେଲେ ଏହାର ବିରୋଧସ୍ଵରୂପ ଏନସିପିର ଯୁବ ଶାଖାର ନେତାମାନେ ପ୍ରତୀମାକୁ ସଫା

Read more