ଋଷଠୁ ଲୁଚିଲୁଚି ତେଲ କିଣୁଛନ୍ତି ୟୁରୋପୀୟ ଦେଶ

ନୂଆଦିଲ୍ଲୀ,୨୪/୦୪:  ଗୋଟିଏ ପଟେ ରୁଷକୁ ନାଲି ଆଖି ଦେଖାଉଛନ୍ତି ୟୁରୋପୀୟ ରାଷ୍ଟ୍ର । ଅନ୍ୟପଟେ ଲୁଚି ଲୁଚି ପ୍ରଚୁର ପରିମାଣରେ ରୁଷ ତେଲ ଶୋଷି ଚାଲିଛନ୍ତି ।

Read more