ରୁଷ୍‌ର ‘ୱାଣ୍ଟେଡ୍‌’ ତାଲିକାରେ ‘ମେଟା ପ୍ଲାଟ୍‌ଫର୍ମ’ର ମୁଖପାତ୍ର

ମସ୍କୋ: ସାମାଜିକ ଗଣମାଧ୍ୟମ ‘ଫେସ୍‌ବୁକ୍‌’ର ମୂଳ କମ୍ପାନି ‘ମେଟା’ର ମୁଖପାତ୍ର ଆଣ୍ଡି ଷ୍ଟୋନ୍‌ଙ୍କୁ ରବିବାର ଦିନ ରୁଷ୍‌ ‘ୱାଣ୍ଟେଡ୍‌’ ତାଲିକାଭୁକ୍ତ କରିଥିବା କଥା ରୁଷ୍‌ ସରକାରଙ୍କ ଅନ୍‌ଲାଇନ୍‌

Read more