ଋଷ୍-ୟୁକ୍ରେନ୍ ଯୁଦ୍ଧକୁ ଋଷୀୟ ପର୍ବତାରୋହୀଙ୍କ ବିରୋଧ, ମାଉଣ୍ଟ ଏଭରେଷ୍ଟ ଶିଖରରେ ଉଡାଇଲେ ୟୁକ୍ରେନ୍ ପତାକା

ନୂଆଦିଲ୍ଲୀ ୯।୬: ଋଷୀୟ ପର୍ବତାରୋହୀ ତଥା ବ୍ଲଗର କାତ୍ୟା ଲିପକା ମାଉଣ୍ଟ ଏଭରେଷ୍ଟରେ ୟୁକ୍ରେନ୍‌ର ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ଏହି ଋଷୀୟ ପର୍ବତାରୋହୀ ତଥା ବ୍ଲଗର

Read more