ଯୁଦ୍ଧର ଦ୍ଵିତୀୟ ଦିନରେ ରୁଷର ଅଫର, ୟୁକ୍ରେନ ଆତ୍ମ ସମର୍ପଣ କଲେ ଆଲୋଚନା ପାଇଁ ପ୍ରସ୍ତୁତ

ନୂଆଦିଲ୍ଲୀ ୨୫।୦୨: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚରମରେ ପହଞ୍ଚି ସାରିଛି। ରୁଷ ୟୁକ୍ରେନରେ ଖୁବ୍ ତାଣ୍ଡବଲୀଳା ମଚାଇଛି। ଘନ ଘନ ମିସାଇଲ ମାଡରେ ଥରହର ୟୁକ୍ରେନ।

Read more