ସାବିତ୍ରୀ ପାଇଁ ବଜାରରେ ପ୍ରବଳ ଭିଡ଼, ଚଢ଼ା ଦରରେ ଚାଲିଛି ବେପାର

ଭୁବନେଶ୍ୱର: ରାତି ପାହିଲେ ସାବିତ୍ରୀ ବ୍ରତ । ଏଥିପାଇଁ ବଜାର ସରଗରମ । ଫଳଠାରୁ ଆରମ୍ଭ କରି ଶାଢ଼ି ଦୋକାନ ପର୍ଯ୍ୟନ୍ତ ସବୁଠି ଅସମ୍ଭାଳ ଭିଡ଼ ପରିଲକ୍ଷିତ ହେଉଛି

Read more