୧୦ କିଲୋ ବ୍ରାଉନ ସୁଗାର ଜବତ; ୬ ଅଭିଯୁକ୍ତ ଗିରଫ

ବାଲେଶ୍ୱର ୨୮/୧୦: ୧୦ କିଲୋ ୬୦୦ ଗ୍ରାମର ବ୍ରାଉନସୁଗାର ଜବତ କରିଛି ସଦଦେବଖୁଣ୍ଟା ଥାନା ପୋଲିସ। ବାଲେଶ୍ୱର ଜିଲ୍ଲା ଫୁଲାଡ଼ି ଅଞ୍ଚଳରୁ ଏହି ଧଳା ଜହର ଜବତ ହୋଇଛି।

Read more