ଜାମ୍ମୁ-କାଶ୍ମୀରରେ କମିଛି ହିଂସା; ଧାରା ୩୭୦ ଉଠିବା ପରେ ୮୭ ନାଗରିକ ଓ ୯୯ ସୁରକ୍ଷାକର୍ମୀ ସହିଦ ହୋଇଥିବା ସୂଚନା ଦେଲେ କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ: ଧାରା ୩୭୦ ଉଠିବା ପରେ ପୂର୍ବ ଅପେକ୍ଷା ଜାମ୍ମୁ-କାଶ୍ମୀରରେ ହିଂସା କମିଛି। ୨୦୧୯ ଅଗଷ୍ଟ ୫ ତାରିଖରେ ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଠାଇଥିଲେ କେନ୍ଦ୍ର ସରକାର। ସେବେଠାରୁ
Read more