ମହୋଦଧିରେ ଓଡିଆ ସହିଦ ଯବାନ ରାଣା ପ୍ରତାପଙ୍କ ଚିତାଭସ୍ମ ବିସର୍ଜନ କଲେ କିନ୍ନର ଚିନ୍ମୟ ଦାସ

ପୁରୀ ୨୨।୧୨: ବାୟୁସେନା ହେଲିକାପ୍ଟର ଦୁର୍ଘଟଣାରେ ସହିଦ ହୋଇଥିବା ସିଡିଏସ ବିପିନ ରାୱତ ଓ ତାଙ୍କ ସାଥୀ ଯବାନମାନଙ୍କ ମଧ୍ୟରେ ଥିଲେ କୃଷ୍ଣଚନ୍ଦ୍ରପୁର ତାଳଚେରର ଓଡ଼ିଆ ସହିଦ ରାଣା

Read more