ତପସ୍ୟା ଫାଉଣ୍ଡେସନ ପକ୍ଷରୁ ଅଚ୍ୟୁତାନନ୍ଦ ପତି, ଡକ୍ଟର ରଞ୍ଜନ ପ୍ରଧାନ ଏବଂ ପରମବୀର ଚକ୍ରଙ୍କୁ ସାହିତ୍ୟ ପୁରସ୍କାର

ଭୁବନେଶ୍ୱର ୨୬/୦୩: ଭୁବନେଶ୍ୱରର ତପସ୍ୟା ଫାଉଣ୍ଡେସନ ପକ୍ଷରୁ ୨୦୨୧ ମସିହା ପାଇଁ ଓଡ଼ିଆ ସାହିତ୍ୟ ପୁରସ୍କାର ଘୋଷଣା କରାଯାଇଛି।  ବର୍ଷୀୟାନ ସାହିତ୍ୟିକ ଅଚ୍ୟୁତାନନ୍ଦ ପତିଙ୍କୁ ‘ତପସ୍ୟା ଶାଶ୍ୱତ ପୁରସ୍କାର-୨୦୨୧’,

Read more