ଚାନ୍ଦିପୁରରେ କ୍ଷେପଣାସ୍ତ୍ର VL-SRSAMର ସଫଳ ପରୀକ୍ଷଣ, ବଢିବ ନୌସେନାର ଶକ୍ତି

ଚାନ୍ଦିପୁର ୦୭।୧୨: ଭାରତ ବାଲେଶ୍ଵର ସ୍ଥିତ ଚାନ୍ଦିପୁରର ୩ ନମ୍ବର ଲଞ୍ଚ ପ୍ୟାଡରୁ ଭର୍ଟିକାଲି ଲଞ୍ଚ ସର୍ଟ ରେଞ୍ଜ ସରଫେସ ଟୁ ଏୟାର ମିସାଇଲ(VL-SRSAM)ର ସଫଳତାପୂର୍ବକ ପରୀକ୍ଷଣ କରିଛି।

Read more